
*– ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀଙ୍କ ପାଇଁ ଭୋଟ ମାଗିଲେ*
*– ପ୍ରଚାର ମୈଦାନରୁ ବିଜେପିକୁ ଟାର୍ଗେଟ କଲେ ନବୀନ*
*– BJP ପ୍ରାର୍ଥୀ ଚୋରି କରିଛି: ନବୀନ*
*– ‘ଆଗରୁ ଭୋଟ ଚୋରି ଆଉ ଏବେ ପ୍ରାର୍ଥୀ ଚୋରି’*
*– BJP ଗେମ୍ ଚେଞ୍ଜର ନୁହେଁ, ନେମ୍ ଚେଞ୍ଜର: ନବୀନ*
*– ‘ନୂଆପଡ଼ାବାସୀ ଓ ବିଜେଡି ସହ ବେଇମାନି ହୋଇଛି’*
*– ଆୟୁଷ୍ମାନ ଭଲ ନା BSKY ଭଲ ବୋଲି ପ୍ରଶ୍ନ କଲେ*
*– ଶେଷ ଜୀବନ ଯାଏ ଓଡ଼ିଶା ସେବା ଜାରି ରଖିବି: ନବୀନ*




