ନୂଆପଡା ଉପ ନିର୍ବାଚନ ପାଇଁ ସମୁଦାୟ ୧୪ ଜଣ ପାର୍ଥି କାୟମ ରହିଲେ। ମୋଟ ୧୯ ଜଣ ପାର୍ଥି ନାମାଙ୍କନ ପତ୍ର ଦାଖଲ କରିଥିଲେ । ଶେଷ ଦିନରେ କେହି ପାର୍ଥି ପତ୍ର ପ୍ରତ୍ୟାହାର କଲେ ନାହିଁ। ସେଥିମଧ୍ୟରୁ ୫ ଜଣ ନାକଚ ହେବା ପରେ ଶେଷରେ ୧୪ ଜଣ ପାର୍ଥି ନିର୍ବାଚନ ମଇଦାନରେ।