ମଥୁରା ଯମୁନା ନଦୀ ଡଙ୍ଗା ବୁଡ଼ି ଘଟଣାରେ ମୃତ୍ୟୁସଂଖ୍ୟା ୧୧କୁ ବୃଦ୍ଧି ଆଉ ଜଣେ ଶ୍ରଦ୍ଧାଳୁଙ୍କ ମୃତଦେହ ଉଦ୍ଧାର କଲେ ଉଦ୍ଧାରକାରୀ ଟିମ୍ ମୃତକଙ୍କ ମଧ୍ୟରେ ଅଧିକାଂଶ ପଞ୍ଜାବ ଲୁଧିଆନାର ହୋଇଥିବା ସୂଚନା ଏବେ ବି ୪ରୁ ୫ ଶ୍ରଦ୍ଧାଳୁଙ୍କ ମିଳୁନି ପତ୍ତା , NDRF ଓ SDRFର ଖୋଜାଖୋଜି