ଭୁବନେଶ୍ବର ପଟିଆରୁ ଆସୁଛି ବଡ଼ ଖବର-ପଟିଆର ୩ମନ୍ଦିରରୁ ସିରିଜ୍ ଲୁଟ୍..
-ଭୁବନେଶ୍ୱର: ପଟିଆର ୩ଟି ମନ୍ଦିରରୁ ସିରିଜ୍ ଚୋରି ଅଭିଯୋଗ
-କନକଦୁର୍ଗା , ନୀଳକଣ୍ଠେଶ୍ୱର ଓ ଶିଖରଚଣ୍ଡୀ ମନ୍ଦିରରୁ ଲୁଟ୍
-ଲକ୍ଷାଧିକ ଟଙ୍କାର ସୁନା , ରୁପା ଅଳଙ୍କାର ସହ ହୁଣ୍ଡି ନେଇଗଲେ ଦୁର୍ବୃତ୍ତ
-୪ ଦୁର୍ବୃତ୍ତ ଲୁଟ୍ କରିଥିବା ସିସିଟିଭିରେ କଏଦ୍