<!-- wp:list --> <ul class="wp-block-list"><!-- wp:list-item --> <li><em>ଇରାନ-ଆମେରିକା ଯୁଦ୍ଧ ବିରତି ପରେ ପୁଣି ବଢ଼ିଲା ସୁନା ଦର</em></li> <!-- /wp:list-item --> <!-- wp:list-item --> <li><em>୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୩ ହଜାର ୯୮୦ ଟଙ୍କା ବୃଦ୍ଧି</em></li> <!-- /wp:list-item --> <!-- wp:list-item --> <li><em>୨୪ କ୍ୟାରେଟ୍ ସୁନା ଦର ହେଲା ୧ ଲକ୍ଷ ୫୩ ହଜାର ୮୨୦ ଟଙ୍କା</em></li> <!-- /wp:list-item --> <!-- wp:list-item --> <li><em>୨୨ କ୍ୟାରେଟ୍ ସୁନା ଦର ୩,୬୫୦ ଟଙ୍କା ବୃଦ୍ଧି ପାଇ ହେଲା ୧ ଲକ୍ଷ ୪୧ ହଜାର</em></li> <!-- /wp:list-item --></ul> <!-- /wp:list --> <!-- wp:image {"id":2824,"sizeSlug":"full","linkDestination":"none"} --> <figure class="wp-block-image size-full"><img src="https://www.odtimes.com/wp-content/uploads/2026/04/1000007305.jpg" alt="" class="wp-image-2824"/></figure> <!-- /wp:image -->