*👉ହାଜତ_ମୃତ୍ୟୁ:, ୬_ଅବସରପ୍ରାପ୍ତ_ ପୋଲିସ_ଗିରଫ*- ୨୦୧୬ ନରସିଂହପୁର ଥାନା ହାଜତ ମୃତ୍ୟୁ ଘଟଣାରେ ୬ ଗିରଫ- ୬ ଅବସରପ୍ରାପ୍ତ ପୋଲିସ କର୍ମଚାରୀ ଗିରଫ- ଅବସରପ୍ରାପ୍ତ ASI ଭଗବାନ ସାହୁ, ହାବିଲଦାର ପ୍ରମୋଦ ପାତ୍ର ଗିରଫ- ୪ ଅବସରପ୍ରାପ୍ତ ହୋମଗାର୍ଡଙ୍କୁ ମଧ୍ୟ ଗିରଫ କଲା ପୋଲିସ- ୨୦୧୬ରେ ଘରୋଇ କଳିକୁ ନେଇ ସରୋଜ ସେନାପତିଙ୍କୁ ଥାନାକୁ ଅଣାଯାଇଥିଲା- ହାଜତରେ ସରୋଜଙ୍କ ସନ୍ଦେହଜନକ ମୃତ୍ୟୁ ପରେ ପୋଲିସ ଉପରକୁ ଅଙ୍ଗୁଳି ଉଠିଥିଲା- ଘଟଣାକୁ ଗମ୍ଭୀରତା ସହ ନେଇ ନିଜ ଆଡୁ ମାମଲା ରୁଜୁ କରିଥିଲେ NHRC




