-ଦଶପଲ୍ଲାରେ କାଳବୈଶାଖୀର ତାଣ୍ଡବ; ଉଡ଼ିଗଲା ରାବଣ ମୁଣ୍ଡ-ଲଙ୍କାପୋଡ଼ି ଯାତ୍ରା ପାଇଁ ନିର୍ମିତ ରାବଣ ମୁଣ୍ଡ ଭାଙ୍ଗି ଉଡ଼ିଗଲା-ରାସ୍ତା ଉପରେ ଲାଇଟ୍ ଗେଟ୍ ଭାଙ୍ଗି ପଡ଼ିବାରୁ ଯାତାୟାତ ବାଧାପ୍ରାପ୍ତ-ଖୋର୍ଦ୍ଧା-ବଲାଙ୍ଗିର ରାସ୍ତାରେ ଯାତାୟାତ ପ୍ରଭାବିତ