୪୦ ଲକ୍ଷ ଜବତ ଘଟଣା: ଆୟକର ଛାନଭିନ୍ !
-ଟିଟିଲାଗଡ଼: କେସିଙ୍ଗା ରେଲୱେ ଷ୍ଟେସନରୁ ୪୦ ଲକ୍ଷ ଟଙ୍କା ଜବତ ଘଟଣା
-ଟିଟିଲାଗଡ଼ ରେଲୱେ ଷ୍ଟେସନକୁ ଆସି ଆୟକର ବିଭାଗର ଛାନଭିନ୍
-ଟଙ୍କା ମିଳିଥିବା ଯୁବକ ପ୍ରଭାତ ସାମୁଏଲକୁ ପଚରାଉଚରା
-ସୁନା ବ୍ୟବସାୟୀ ଅଜୟ ସୋନିଙ୍କ ଠାରୁ ଟଙ୍କା ନେଇ ରାୟପୁର ଯାଉଥିଲେ କହୁଛନ୍ତି
-ସତ କହୁଛନ୍ତି ନା ମିଛ, ଛାନ୍ଭିନ କରୁଛି ରେଲୱେ ପୋଲିସ