-ଜଗତସିଂହପୁର: ଚାକିରି ଦେବା ନାଁରେ ୩୦ରୁ ଊର୍ଦ୍ଧ୍ବଙ୍କୁ ଠକେଇ; ୫ ଗିରଫ
-ମାଷ୍ଟରମାଇଣ୍ଡ୍ ଏରସମା କୁଞ୍ଜ କୋଠିର ମଦନ ଘଡ଼େଇ ସମେତ ୫ ଗିରଫ
-ଜଗତସିଂହପୁର ସଦର ଥାନା ହାଟବଜାର ନିକଟ ଏକ ଘରୁ ୩୦ ଯୁବକ ଉଦ୍ଧାର
-ଅଧିକାଂଶ ରାଜ୍ୟ ବାହାରର, ୨୦ ହଜାର ଲେଖାଏଁ ଦେଇଥିବା ଏସ୍ପିଙ୍କ ସୂଚନା
-ମଲ୍ଟି ଲେବଲ୍ ମାର୍କେଟ୍ ସ୍କିମ୍ ଜରିଆରେ ଠକେଇ କରୁଥିଲେ କହିଲେ ଏସ୍ପି