📍ସ୍ମାର୍ଟ ମିଟରକୁ ନେଇ ବଢୁଥିବା ଚିନ୍ତା ଦୂର କଲେ କେନ୍ଦ୍ର ଶକ୍ତିମନ୍ତ୍ରୀ… 📌ଲୋକସଭାରେ କହିଲେ ବାଧ୍ୟତାମୂଳକ ନୁହେଁ ପ୍ରିପେଡ୍ ବ୍ୟବସ୍ଥା📌 କେନ୍ଦ୍ର ଶକ୍ତିମନ୍ତ୍ରୀ ମନୋହର ଲାଲ୍ ଖଟ୍ଟରଙ୍କ ସ୍ପଷ୍ଟୀକରଣ📌ସମସ୍ତ ଗ୍ରାହକଙ୍କ ପାଇଁ ପ୍ରିପେଡ୍ ବୈଦ୍ୟୁତିକ ସ୍ମାର୍ଟ ମିଟର ବାଧ୍ୟତାମୂଳକ ନୁହେଁ