୫୪ ବର୍ଷ ପରେ ଚନ୍ଦ୍ରକୁ ଯାତ୍ରା କରିଛି ମଣିଷ ୧୯୭୨ ପରେ ପୁଣି ଚନ୍ଦ୍ର ମୁହାଁ ହୋଇଛି ମଣିଷ ଲଞ୍ଚ ହୋଇଛି ବହୁ ପ୍ରତିକ୍ଷିତ ଆର୍ଟେମିଜ୍-୨ ମିସନ ୧୦ ଦିନିଆ ମିଶନରେ ଗଲେ ୪ ଜଣ ମହାକାଶଚାରୀ ଅତି ନିକଟରୁ ଚନ୍ଦ୍ରକୁ ପ୍ରଦକ୍ଷଣ କରି ଫେରିବେ ୪୫ ମିନିଟ୍ ଯାଏ ବିଚ୍ଛିନ୍ନ ହୋଇଯିବ ମହାକାଶ ଯାନ ପୃଥିବୀଠାରୁ ସବୁଠୁ ଅଧିକ ଦୂରକୁ ଯିବେ ୪ ମହାକାଶଚାରୀ