ଇରାନ ଦାବି କରିଛି ଯେ ସେମାନେ ଆମେରିକାର ଅତ୍ୟାଧୁନିକ F-35 ଯୁଦ୍ଧବିମାନକୁ ଖସାଇ ଜଣେ ପାଇଲଟ୍କୁ କବଜା କରିଛନ୍ତି। ପାଇଲଟ୍ଙ୍କୁ ଉଦ୍ଧାର ପାଇଁ ଆମେରିକା କରିଥିବା ରେସକ୍ୟୁ ଅଭିଯାନକୁ ମଧ୍ୟ ବିଫଳ କରାଯାଇଥିବା ଦାବି ହେଉଛି।