
- ପେଟ୍ରୋଲ ଓ ଡିଜେଲ୍ ନେଇ ବିଭାଗୀୟ ଯୁଗ୍ମ ସଚିବଙ୍କ ବଡ଼ ସୂଚନା
- ୨ ମାସ ପର୍ଯ୍ୟନ୍ତ ଦେଶରେ ଅଶୋଧିତ ତୈଳ ମହଜୁଦ୍ ରହିଛି
- ଆସନ୍ତା ୨ ମାସ ପାଇଁ ସରକାର ସବୁ ପ୍ରକାର ବ୍ୟବସ୍ଥା କରି ସାରିଛନ୍ତି
- ରିଫାଇନାରୀ ଗୁଡ଼ିକ ପୂର୍ଣ୍ଣ କ୍ଷମତାରେ ଚାଲୁଛି- ସୁଜାତା ଶର୍ମା
- ୨ ମାସ ପୂର୍ବେ ବ୍ୟାରେଲ୍ ୭୦ ଡଲାର ଥିଲା, ଏବେ ୧୦୦ ଡଲାର ଛୁଇଁଛି
- ତଥାପି ଘରୋଇ ଉପଭୋକ୍ତାଙ୍କ ପାଇଁ ପେଟ୍ରୋଲ, ଡିଜେଲ୍ ଦାମ ବଢ଼ିନି
- ୨୦୨୨ ଏପ୍ରିଲ ୬ ତାରିଖ ପରଠାରୁ ବଢ଼ିନି ପେଟ୍ରୋଲ, ଡିଜେଲ୍ ଦାମ୍
- ୨୦୨୪ ମାର୍ଚ୍ଚରେ ପେଟ୍ରୋଲ, ଡିଜେଲ୍ ଦାମ ଲିଟର ପଛା ୨ ଟଙ୍କା କମିଥିଲା




