
-ଜିଲ୍ଲାପାଳଙ୍କ ଉପସ୍ଥିତିରେ ଏପ୍ରିଲରେ ମଦ ଦୋକାନ ପାଇଁ ହେବ ଲଟେରୀ
-ସୂଚନା ଦେଲେ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ
-‘ଆବଶ୍ୟକ ପଡ଼ିଲେ ଇଲେକ୍ଟ୍ରୋନିକ ଲଟେରୀ କରାଯିବ, ସ୍ୱଚ୍ଛ ପ୍ରକ୍ରିୟା ହେବ’
-‘ଗତଥର ଲଟେରୀ ପାଇଥିବା ଦୋକାନ ଗୁଡ଼ିକର ସମୟସୀମା ୩୧ରେ ସରୁଛି’
-‘୩ ଷ୍ଟାରରୁ ଅଧିକ ହୋଟେଲରେ ବାର୍ର ପ୍ରାବଧନ ଥିବାରୁ ଅନ୍ ସପ ଅନୁମତି’
-ନୂଆ ମଦ ଦୋକାନ ଖୋଲିବ ନାହିଁ କହିଲେ ମନ୍ତ୍ରୀ
-‘ଯେତିକି ଅଫ୍ ସପ ଥିଲା, ସେ ସବୁର MGER ସ୍ଥିର ହେବ’




