‘ ସମ୍ବଲପୁରର ଯୁବତୀ ସୁଜାତା ଭୂୟାଁଙ୍କୁ ପ୍ରଶଂସା‘ମାଛ ଚାଷ କରି ଆତ୍ମନିର୍ଭର ହୋଇଛନ୍ତି ସୁଜାତା’‘ସୁଜାତା ଭୂୟାଁ ଆଜି ଅନ୍ୟ ପାଇଁ ପାଲଟିଛନ୍ତି ଉଦାହଣ’‘ଆରମ୍ଭରୁ ଅନେକ ସମସ୍ୟାର ସମ୍ମୁଖୀନ ହୋଇ ବି ଆଗକୁ ବଢ଼ିଛନ୍ତି’