
ହରିଷଙ୍କର ଯାଉଥିବା ବେଳେ ଓଲଟିଲା ଟୁରିଷ୍ଟ ବସ୍। ମ୍ୟାଗଡ଼ ଜିଲା ଦଶପଲ୍ଲା ଟାକେରା ନିକଟରେ ଟୁରିଷ୍ଟ ବସ୍ ଦୁର୍ଘଟଣାଗ୍ରସ୍ତ। ଭାରସାମ୍ୟ ହରାଇ ପଥର ସହ ପିଟି ହେଲା ବସ୍ । ୫ମୃତ ୩୦ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ। ବସରେ ୫୦ ରୁ ଉର୍ଦ୍ଧ୍ବ ଯାତ୍ରୀ ଯାଉଥିବା ସୂଚନା। ପିଠାଘାଟି ଅତିକ୍ରମ କରୁଥିବା ଓଲଟିଲା ବସ୍। ହରିଶଙ୍କରରୁ ବ୍ରହ୍ମପୁର, ହରିଶଙ୍କର , ବଲାଙ୍ଗୀର ଯିବା ବେଳେ ଦୁର୍ଘଟଣା। ଘଟଣା ସ୍ଥଳରେ ଦଶପଲ୍ଲା ପୋଲିସର ତଦନ୍ତ।




