ଦେଶରେ ଲକ୍ଡାଉନ୍ ଗୁଜବକୁ ନେଇ କେନ୍ଦ୍ର ସରକାରଙ୍କ ସ୍ପଷ୍ଟୀକରଣ ଦେଶରେ କୌଣସି ଲକ୍ଡାଉନ୍ ହେବନି କହିଲେ ଅର୍ଥମନ୍ତ୍ରୀ ସୀତାରମଣ 'ମୁଁ ଦେଶବାସୀଙ୍କୁ ଆଶ୍ବସ୍ତ କରିବାକୁ ଚାହୁଁଛି, କୌଣସି ଲକ୍ଡାଉନ୍ ହେବନି' 'ଏଭଳି ଗୁଜବ ଉପରେ ବିଶ୍ବାସ କରନ୍ତୁ ନାହିଁ, କୌଣସି ଲକ୍ଡାଉନ୍ ହେବନି'