- ଦେଶରେ ପେଟ୍ରୋଲ, ଡିଜେଲ୍ର କୌଣସି ଅଭାବ ନାହିଁ
- ପ୍ରେସମିଟ୍ରେ ସ୍ପଷ୍ଟ କଲେ ପେଟ୍ରୋଲିୟମ ମନ୍ତ୍ରାଳୟ ଯୁଗ୍ମ ସଚିବ
- ଦେଶରେ ପର୍ଯ୍ୟାପ୍ତ ପରିମାଣର ଅଶୋଧିତ ତୈଳ ମହଜୁଦ ରହିଛି
- ରିଫାଇନାରୀଗୁଡ଼ିକ ମଧ୍ୟ ସର୍ବୋତ୍ତମ କ୍ଷମତାରେ ଚାଲୁଛି
- ଆମର ପ୍ରତିବର୍ଷ ତୈଳ ଶୁଦ୍ଧିକରଣ କ୍ଷମତା ପାଖାପାଖି ୨୬ କୋଟି ଟନ୍ ରହିଛି
- ତେଣୁ କେହି ପେଟ୍ରୋଲ କିମ୍ବା ଡିଜେଲ୍ ପାଇଁ ଲମ୍ବା ଲାଇନ୍ କରନ୍ତୁ ନାହିଁ
- ପେଟ୍ରୋଲ୍ କିମ୍ବା ଡିଜେଲ୍ ଦାମ୍ ବଢ଼ିନି, କେହି ଭୟଭୀତ ହୁଅନ୍ତୁ ନାହିଁ




