
– ସେକ୍ସ ରାକେଟ ସନ୍ଦେହରେ ପୋଲିସ ସ୍କାନରେ OYO ରୁମ
– ଭୁବନେଶ୍ବର ସହରାଞ୍ଚଳରେ ସେକ୍ସ ରାକେଟ ରୋକିବାକୁ ପଦକ୍ଷେପ
– ୨୦୨୫ ଅକ୍ଟୋବର ଓ ନଭେମ୍ବରରୁ ବିଭିନ୍ନ ବସ୍ତି, ହୋଟେଲରେ ଚଢ଼ାଉ ଜାରି
– ସେକ୍ସ ରାକେଟରେ ଲିପ୍ତ ଥିବା ବ୍ୟକ୍ତିବିଶେଷଙ୍କୁ ଗିରଫ କରୁଛି ପୋଲିସ
– ଲକ୍ଷ୍ମୀସାଗରର ଏକ ଘରେ ରେଡ ବେଳେ ଘର ମାଲିକଙ୍କୁ ଗିରଫ କରାଯାଇଥିଲା
– ମାମଲାରେ ୩ ଦଲାଲ ଓ ୪ ଜଣ ଗ୍ରାହକ ଗିରଫ ହୋଇଥିଲେ
– କ୍ୟାପିଟାଲ ହସ୍ପିଟାଲ ପାଖ ଏକ ଭଡ଼ା ଘେ ରେଡ କରାଯାଇଥିଲା
– ୨ ଦଲାଲ ଓ ୪ ଗ୍ରାହକଙ୍କୁ ଗିରଫ କରାଯାଇଥିବା ଗୃହରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର




