
- ଯୁଦ୍ଧ ଘନଘଟା ଭିତରେ ଖସିଲା ସୁନା ଓ ରୁପା ଦର
- ୧୦ ଗ୍ରାମ ପିଛା ୨୨ କ୍ୟାରେଟ ସୁନା ଦର ୨୭୦୦ ଟଙ୍କା କମିଲା
- ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୨,୯୪୦ ଟଙ୍କା ଖସିଲା
- ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ହେଲା ୧ ଲକ୍ଷ ୪୦ ହଜାର ୩୫୦ ଟଙ୍କା
- ୨୨ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୨,୭୦୦ ଟଙ୍କା କମିଲା
- ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ ପ୍ରତି ଦର ୧, ୨୮,୬୫୦ ଟଙ୍କା
- ରୁପା କେଜି ପ୍ରତି ଦର ୧୦ ହଜାର ହ୍ରାସ ପାଇ ହେଲା ୨ ଲକ୍ଷ ୪୦ ହଜାର




