ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆକ୍ରମଣ ବନ୍ଦ କରିବାକୁ ଘୋଷଣା କରିବା ପରେ ଇରାନ ମଧ୍ୟ ତାହାର ପ୍ରତିକ୍ରିୟା ରଖିଛି। ଟ୍ରମ୍ପ କହିଛନ୍ତି ଯେ, ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ସମାପ୍ତ ପାଇଁ ଗଠନମୂଳକ ଆଲୋଚନା ହୋଇଛି।