
- କଟକ ଏସ୍ସିବି ମେଡିକାଲ୍ କଲେଜରେ ବଡ଼ ପରିବର୍ତ୍ତନ
- ପ୍ରତିଭା ପଣ୍ଡା ହେଲେ ଏସ୍ସିବି ଡିନ୍ ଓ ପ୍ରିନ୍ସିପାଲ୍
- ଲୁସି ଦାସଙ୍କ ସ୍ଥାନରେ ପ୍ରତିଭା ପଣ୍ଡାଙ୍କୁ ନିଯୁକ୍ତି
- ବାରିପଦା ମେଡିକାଲ୍ କଲେଜର ଡିନ୍ ଓ ପ୍ରିନ୍ସିପାଲ୍ ଥିଲେ ପ୍ରତିଭା ପଣ୍ଡା
- ଜ୍ୟୋତିଷ ଚନ୍ଦ୍ର ଚୌଧୁରୀ ହେଲେ ଏସ୍ସିବି ଏମ୍ସିଏଚ୍ ସୁପରିଟେଣ୍ଡେଣ୍ଟ
- ବାରିପଦା ମେଡିକାଲ୍ କଲେଜର ଡିନ୍ ଓ ପ୍ରିନ୍ସିପାଲ୍ ହେଲେ ନିର୍ମଳ ମହାପାତ୍ର
- ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ♀️ ଆର.ପି.ନାୟକ@ନିୟୁଜ




