
- ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ ଆଡଭାଇଜରି ଜାରି କଲା DGCA
- ବିଭିନ୍ନ ଏୟାରଲାଇନ୍ସକୁ DGCAର ଆଡଭାଇଜରି
- ୯ଟି ଦେଶର ଏୟାରସ୍ପେଶ୍ ଦେଇ ଯାତ୍ରା ନ କରିବାକୁ ପରାମର୍ଶ
- ବାହାରିନ୍ , ଇରାନ୍ , ଇରାକ୍ , ଇସ୍ରାଏଲ୍ , ଜୋର୍ଡାନ , କୁଏତ
- ଲେବାନନ୍ , କତାର , UAE ଏୟାରସ୍ପେଶ୍ ଦେଇ ଯାତ୍ରା ମନା
- ଆସନ୍ତା ୨୮ ତାରିଖ ଯାଏଁ ଯାତ୍ରା ନ କରିବାକୁ DGCAର ପରାମର୍ଶ
- ସାଉଦି ଆରବ ଓ ଓମାନ ପାଇଁ DGCAର ସର୍ତ୍ତମୂଳକ ଅନୁମତି




