ସୁପ୍ରିମକୋର୍ଟରେ ଦାରା ସିଂ ମାମଲାର ଶୁଣାଣି ରାଜ୍ୟ ସରକାରଙ୍କ ପକ୍ଷରୁ ପକ୍ଷ ରଖିଲେ AG ପୀତାମ୍ବର ଆଚାର୍ଯ୍ୟ ଦଣ୍ଡ କୋହଳ ପାଇଁ ଷ୍ଟେଟ୍ ସେଣ୍ଟେନ୍ସ ରିଭ୍ୟୁ ବୋର୍ଡ ତର୍ଜମା କରୁଛି ଜଣାଇଲେ ୨୬ ବର୍ଷରୁ ଅଧିକ ଜେଲ୍ରେ ରହିଥିବାରୁ ରିଲିଜ୍ ଦାବି କରିଛି ଦାରା ସେନା ମେ ୧୩ ତାରିଖରେ ପରବର୍ତ୍ତୀ ଶୁଣାଣି ନେଇ ଦିନ ଧାର୍ଯ୍ୟ