
– ୪ ଅଧିକାରୀଙ୍କୁ ନିଲମ୍ବନ କଲେ ମୁଖ୍ୟମନ୍ତ୍ରୀ
– SCB ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ନିଲମ୍ବିତ
– SCB ମେଡିକାଲ ଷ୍ଟେସନ ଅଫିସର ସସ୍ପେଣ୍ଡ
– କଟକ ସର୍କଲ ଆସିଷ୍ଟାଣ୍ଟ ଫାୟାର ଅଫିସର ନିଲମ୍ବିତ
– କଟକ ସର୍କଲ ଡେପୁଟି ଫାୟାର ଅଫିସର ନିଲମ୍ବିତ
-SCB ମେଡିକାଲ ଓ ହସ୍ପିଟାଲର ଷ୍ଟେସନ ଅଫିସର ଅଭିନବ ପୃଷ୍ଟି ସସ୍ପେଣ୍ଡ୍
-SCB ସବ୍ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ରଞ୍ଜନ ବିଶ୍ୱାଳ ସସ୍ପେଣ୍ଡ୍




