ପାରାଦୀପରେ ପହଞ୍ଚିଲା କ୍ରୁଡ୍ ଅଏଲ୍-ପାରାଦୀପରେ ପହଞ୍ଚିଲା କ୍ରୁଡ୍ ଅଏଲ ଜାହାଜ MT ଫ୍ଲୋରା-ଓମାନରୁ ଅଢେଇ ଲକ୍ଷ ମେଟ୍ରିକ୍ ଟନ୍ ଅଶୋଧିତ ତୈଳ ଆଣି ପହଞ୍ଚିଲା-ଇରାନ ଓ ଇସ୍ରାଏଲ-ଆମେରିକା ଯୁଦ୍ଧ ଭିତରେ ପ୍ରଥମ ଜାହାଜ ପାରାଦୀପ ଆସିଲା-ରଷିଆନ୍ ଏକ୍ସପୋର୍ଟ ଗ୍ରେଡ୍ ଅଶୋଧିତ ତୈଳ ଆଣି ଆସିଛି