ପୁଣି ପଶ୍ଚିମବଙ୍ଗ ନିର୍ବାଚନରେ ମମତାଙ୍କୁ ଟକ୍କର ଦେବେ ଶୁଭେନ୍ଦୁ ଅଧିକାରୀ ନନ୍ଦିଗ୍ରାମ ଓ ଭବାନୀପୁରରୁ ଲଢ଼ିବେ ବିରୋଧୀ ଦଳ ନେତା ଶୁଭେନ୍ଦୁ ଗତ ନିର୍ବାଚନରେ ମମତାଙ୍କୁ ନନ୍ଦିଗ୍ରାମରେ ହରାଇଥିଲେ ଶୁଭେନ୍ଦୁ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଜାରି କଲା ବିଜେପି ପ୍ରଥମ ପର୍ଯ୍ୟାୟରେ ୧୪୪ ଜଣିଆ ପ୍ରାର୍ଥୀ ତାଲିକା ଜାରି