ରାଜ୍ୟରେ ୪୦ ଛୁଇଁଲା ୩ ସହରର ତାପମାତ୍ରା, ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ୪୦.୨ ଡିଗ୍ରୀ ସହ ଝାରସୁଗୁଡ଼ା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ସମ୍ବଲପୁର ଓ ଟିଟିଲାଗଡ଼ରେ ତାପାମାତ୍ରା ୪୦ ଡିଗ୍ରୀ ଭୁବନେଶ୍ବରରେ ପାରଦ ୩୩.୨ ଡିଗ୍ରୀ, କଟକରେ ୩୨.୮