ଆଶ୍ବସ୍ତିକର ସୂଚନା; ଭାରତ ଆସୁଛି ୯୨ ହଜାର ଟନ୍ LPG ଦୁଇଟି ଭାରତୀୟ ଜାହାଜରେ ଆସୁଛି LPG ଆସନ୍ତା ୧୬ ଓ ୧୭ ସୁଦ୍ଧା ମୁନ୍ଦ୍ରା ଓ କାଣ୍ଡଲା ପୋର୍ଟରେ ପହଞ୍ଚିବ ଏନେଇ ଜାହାଜ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ସୂଚନା 🔥ଆର ପି ନାୟକ@ଜଟଣୀ