ଉପଭୋକ୍ତାମାନଙ୍କ ପାଇଁ ହେଲ୍ପଲାଇନ୍ ନମ୍ୱର ଜାରି କଲେ ଦେଶର ୩ ପ୍ରମୁଖ ଗ୍ୟାସ୍ କମ୍ପାନୀ। ଏସବୁ ବ୍ୟବହାର କରି ଗ୍ୟାସ୍ ବୁକିଂ କରିବାକୁ ନିବେଦନ କଲା କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରାଳୟ !