-ଓଡ଼ିଶାର ଦୁଇ ତୃତୀୟାଂଶ ଶିଶୁ ଏବେ ଡିଜିଟାଲ ନିଶାର ଶିକାର
-ଏ ନେଇ ଗୃହରେ ଉଦ୍ବେଗ ପ୍ରକାଶ କଲେ ସୁବାସିନୀ ଜେନା
-୨୦୨୫-୨୬ ଅର୍ଥନୈତିକ ସର୍ଭେରୁ ଏହା ଜଣାପଡ଼ିଛି
-କର୍ଣ୍ଣାଟକ, ଆନ୍ଧ୍ର ଭଳି ଶିଶୁଙ୍କ ପାଇଁ ଡିଜିଟାଲ ବ୍ୟାନ୍ ପାଇଁ ଦାବି ଉଠାଇଲେ
-ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେବାକୁ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଉତ୍ତର