-ମଧୁବାବୁ ପେନସନ ଯୋଜନାରେ ଭତ୍ତା ଅପେକ୍ଷାରେ ୬ ଲକ୍ଷ ବ୍ୟକ୍ତି
-୬ ଲକ୍ଷ ୩୬ ହଜାର ୮୫୮ ଜଣ ଆବେଦନକାରୀ ଭତ୍ତା ଅପେକ୍ଷାରେ ଅଛନ୍ତି
-ବିଧାୟକ ମାନସ ଦତ୍ତଙ୍କ ପ୍ରଶ୍ନରେ ସାମାଜିକ ସୁରକ୍ଷା ମନ୍ତ୍ରୀଙ୍କ ଉତ୍ତର
‘-୮୦ରୁ ଊର୍ଦ୍ଧ ବୟସ୍କ ୩୬୯୨ ଜଣ ଆବେଦନ କରି ଅପେକ୍ଷା କରିଛନ୍ତି’
‘-୮୦%ରୁ ଅଧିକ ଭିନ୍ନକ୍ଷମ ୫୯୮୧ ଜଣ ଆବେଦନ କରି ଭତ୍ତା ଅପେକ୍ଷାରେ’
‘-ଗଞ୍ଜାମରେ ସର୍ବାଧିକ ୬୫ ହଜାର ୫୫ ଜଣ ଭତ୍ତା ପାଇଁ ଅପେକ୍ଷା କରିଛନ୍ତି’
‘-କଟକରେ ସର୍ବାଧିକ ୫୬୫ ଜଣ ଭିନ୍ନକ୍ଷମ ବ୍ୟକ୍ତି ଭତ୍ତା ଅପେକ୍ଷାରେ’





