
-ତେଲ, ଗ୍ୟାସ୍ କଳାବଜାରୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ
-ପେଟ୍ରୋଲିୟମ ମନ୍ତ୍ରାଳୟ ଯୁଗ୍ମ ସଚିବ ସୁଜାତା ଶର୍ମାଙ୍କ ସୂଚନା
-କଳାବଜାରୀ କିମ୍ବା ବେଆଇନ୍ ଭାବେ ଗଚ୍ଛିତ ରଖିଲେ କଡ଼ା ଆକ୍ସନ ହେବ
-କଡ଼ା ଆକ୍ସନ ନେବାକୁ ସବୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି
-ରାଜସ୍ଥାନ, ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶରେ ଆକ୍ସନ ହୋଇଛି
-ଏବେ ଦୈନିକ ୭୫ ଲକ୍ଷ ଗ୍ୟାସ୍ ବୁକିଂ ହେଉଛି, ପୂର୍ବରୁ ୫୦ ଲକ୍ଷ ହେଉଥିଲା
-ଆତଙ୍କିତ ହୋଇ ଆଦୌ ଗ୍ୟାସ୍ ବୁକିଂ କରନ୍ତୁ ନାହିଁ
-ଦେଶରେ ତେଲ ଓ ଗ୍ୟାସ୍ର କୌଣସି ଅଭାବ ନାହିଁ
-କୌଣସି ଗୁଜବ ଉପରେ ଆଦୌ ବିଶ୍ବାସ କରନ୍ତୁ ନାହିଁ
-ବିଶୋଧନାଗାରଗୁଡ଼ିକରେ ଅଶୋଧିତ ତୈଳର ପର୍ଯ୍ୟାପ୍ତ ପରିମାଣ ରହିଛି




