#ସ୍ତ୍ରୀବୋହୂଓନାତୁଣୀକୁ ହତ୍ୟା ଦେବଗଡ଼: ଗରିଆପାଲି ଗାଁରେ ୩ ଜଣଙ୍କୁ ହତ୍ୟା* ସ୍ତ୍ରୀ, ବୋହୂ ଓ ନାତୁଣୀକୁ ନିର୍ମମ ଭାବେ ହତ୍ୟା ପାରିବାରିକ କଳହରୁ ହାମ୍ରରେ ପିଟି ପିଟି ହତ୍ୟା ସମସ୍ତେ ଶୋଇଥିବା ବେଳେ ହତ୍ୟା କରିଥିବା ଅଭିଯୋଗ ଅଭିଯୁକ୍ତ ବୃଦ୍ଧ ଫେରାର୍, କୁଣ୍ଢେଇଗୋଳା ପୋଲିସ୍ର ତଦନ୍ତ