
- ଦେଶରେ ପ୍ରଥମ ଇଚ୍ଛା ମୃତ୍ୟୁକୁ ଅନୁମତି ପ୍ରଦାନ କଲେ ସୁପ୍ରିମକୋର୍ଟ
- ୩୧ ବର୍ଷୀୟ ହରିଶ ରାଣାଙ୍କ ଇଚ୍ଛାମୃତ୍ୟୁକୁ ଅନୁମତି ଦେଲେ ସର୍ବୋଚ୍ଚ କୋର୍ଟ
- ପରିବାର ଲୋକଙ୍କ ଅନୁରୋଧ କ୍ରମେ ଲାଇଫ୍ ସପୋର୍ଟ ହଟାଇବାକୁ ଅନୁମତି
- ଏଥିସହ ନିଷ୍କ୍ରିୟ ଇଚ୍ଛାମୃତ୍ୟୁ ଆଇନ ଆଣିବାକୁ କେନ୍ଦ୍ରକୁ ଦେଲେ ନିର୍ଦ୍ଦେଶ
- ଦୀର୍ଘ ୧୩ ବର୍ଷ ହେଲା କୋମାରେ ପଡ଼ି ଚିକିତ୍ସିତ ହେଉଛନ୍ତି ହରିଶ୍
- ପଞ୍ଜାବ ବିଶ୍ୱବିଦ୍ୟାଳୟର ଛାତ୍ର ଥିଲେ ହରିଶ ରାଣା
- ୨୦୧୩ରେ ଚତୁର୍ଥ ମହଲାରୁ ପଡ଼ି ଗୁରୁତର ଆହତ ହୋଇଥିଲେ ହରିଶ




