
- +2 ପରୀକ୍ଷାର୍ଥୀଙ୍କ ପାଇଁ ସୂଚନା ଦେଲେ CHSE ପରୀକ୍ଷା ନିୟନ୍ତ୍ରକ
- CBSE ଢାଞ୍ଚାରେ ଓଡ଼ିଶାରେ ହେବ ଇମ୍ପ୍ରୁଭମେଣ୍ଟ ପରୀକ୍ଷା
- ପରୀକ୍ଷାରେ କମ୍ ନମ୍ବର ରଖିଥିଲେ ଦେଇପାରିବେ ପରୀକ୍ଷା
- ଚଳିତବର୍ଷ ପ୍ରଥମଥର ପାଇଁ ହେବାକୁ ଯାଉଛି ଏହି ବ୍ୟବସ୍ଥା
- ପରୀକ୍ଷାର୍ଥୀ ସବୁ ପେପରରେ ପାସ କରିଥିବା ଦରକାର
- ପରୀକ୍ଷାର୍ଥୀ ଫେଲ ହୋଇଥିଲେ ମିଳିବନି ସୁଯୋଗ
- ଫେଲ ହୋଇଥିଲେ ଦେବେ ଇନଷ୍ଟାଣ୍ଟ ପରୀକ୍ଷା
- ପରୀକ୍ଷା ଦୁଇମାସ ଭିତରେ ହୋଇ ଫଳାଫଳ ବାହାରିବ




