ଅଷ୍ଟମ ବେତନ କମିଶନ ପାଇଁ ମତାମତ ଲୋଡ଼ିଲେ ରାଜ୍ୟ ସରକାର ସବୁ ଜିଲ୍ଲାପାଳ ଓ ସରକାରୀ ବିଭାଗ ମୁଖ୍ୟଙ୍କୁ ଅର୍ଥ ବିଭାଗର ଚିଠି ଦରମା, ଭତ୍ତା, ପେନସନ୍ ବୃଦ୍ଧି ସଂପର୍କରେ ମତାମତ ଦେବାକୁ ନିର୍ଦ୍ଦେଶ