
- ୧୦୮ ଆମ୍ବୁଲାନ୍ସ ଠିକ୍ ସମୟରେ ପହଞ୍ଚି ପାରୁନଥିବା ଅଭିଯୋଗ
- ଭଣ୍ଡାରିପୋଖରୀ ବିଧାୟକ ସଂଜୀବ ମଲ୍ଲିକଙ୍କ ପ୍ରଶ୍ନରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଉତ୍ତର
- ‘ଗତ ୧୮ ମାସରେ ୪୨୮ଟି ନୂଆ ଆମ୍ବୁଲାନ୍ସ ଦେଇଛନ୍ତି ରାଜ୍ୟ ସରକାର’
- ‘ମାତ୍ର ୩୦ ମିନିଟ୍ରେ ୧୦୮ ଆମ୍ବୁଲାନ୍ସ ପହଂଚିବାର ନିୟମ ରହିଛି’
- ସମୟକୁ ଆହୁରି କମାଇବାକୁ ଚେଷ୍ଟା ହେଉଛି: ସ୍ୱାସ୍ଥ୍ୟ ମନ୍ତ୍ରୀ
- ‘GPRS ଟ୍ରାକିଙ୍ଗ ହେଉଛି, ଅବହେଳା ଅଭିଯୋଗର ତଦନ୍ତ ହେବ’




