ଐତିହ୍ୟମଣ୍ଡିତ ଶୁଖୁଆପଡା ପାହାଡ଼ରୁ ରାତି ଅଧରେ ବେଆଇନ ପଥର-ମୋରମ ଖନନ ବେଳେ ଜବତ ହୋଇଥିବା ଦୁଇଟି ହାଇୱା ଗାଡ଼ି ବାଲିଚନ୍ଦ୍ରପୁର ଥାନା ସାମ୍ନାରେ ଥୁଆ ହୋଇଛି ||
ପଥର ତାଡୁଥିବା ନମ୍ବର ବିହୀନ ପୁଲିଲଗା ପୋକଲିନ୍ ମେସିନଟି ଜବତ ହୋଇ ଘଟଣାସ୍ଥଳରେ ପଡ଼ିରହିଛି |
ଜବତ ଦୁଇ ଗାଡି ମାଲିକଙ୍କ ବିରୋଧରେ ପ୍ରାୟ ୬ ଲକ୍ଷ ଟଙ୍କାର ଜୋରିମାନା ଆଦାୟ ପାଇଁ ନୋଟିସ କରାଯାଇଛି~ ଯାଜପୁର ଖଣି ଉପନିର୍ଦ୍ଦେଶକଙ୍କ ପକ୍ଷରୁ ~
🌸 ଶୁଖୁଆପଡାର ପାହାଡ଼ ଶୀର୍ଷରେ ରହିଛି ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ASI)ର ସଂରକ୍ଷିତ ଇଲାକାରେ ବହୁ ପୁରାତନ ପାରାଭାଡି ବୌଦ୍ଧ ସ୍ତୁପ ~ ଯାହାର ସଂରକ୍ଷଣ କାର୍ଯ୍ୟ ଏବେ କରାଯାଉଛି |•|

ଶୁଖୁଆପଡାର ପାହାଡ଼ ଶୀର୍ଷରେ ରହିଛି ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ASI)ର ସଂରକ୍ଷିତ ଇଲାକାରେ ବହୁ ପୁରାତନ ପାରାଭାଡି ବୌଦ୍ଧ ସ୍ତୁପ ~ ଯାହାର ସଂରକ୍ଷଣ କାର୍ଯ୍ୟ ଏବେ କରାଯାଉଛି |
ବେଆଇନ ପଥର-ମୋରମ ଖନନ ବେଳେ ଜବତ ହୋଇଥିବା ଦୁଇଟି ହାଇୱା ଗାଡ଼ି ବାଲିଚନ୍ଦ୍ରପୁର ଥାନା ସାମ୍ନାରେ ଥୁଆ ହୋଇଛି ||