-ବିଜେପି ପାର୍ଟି ଅଫିସ୍ରୁ ସମର୍ଥକଙ୍କ ସହ ବାହାରିଲେ ମନମୋହନ ସାମଲ-ବିଜେପିର ଦ୍ବିତୀୟ ପ୍ରାର୍ଥୀ ସୁଜିତ କୁମାର ମଧ୍ୟ ପାର୍ଟି ଅଫିସ୍ରୁ ବାହାରିଲେ-ବିରାଟ ପଟୁଆରରେ ନାମାଙ୍କନ ଭରିବା ପାଇଁ ଯାଉଛନ୍ତି ୨ ପ୍ରାର୍ଥୀ-ନାମାଙ୍କନ ଭରିବା ପୂର୍ବରୁ ରାମ ମନ୍ଦିର ଯାଇ ଆଶୀର୍ବାଦ ଲୋଡ଼ିଲେ