
⭕
👉 ଟି୨୦ ବିଶ୍ବକପ ଫାଇନାଲରେ ଭାରତ
👉ଇଂଲଣ୍ଡକୁ ୭ ରନରେ ହରାଇ କ୍ରମାଗତ ଫାଇନାଲରେ ଭାରତ
👉ଜାକବ ବେଥେଲଙ୍କ ଲଢ଼ୁଆ ଶତକ ସତ୍ତ୍ବେ ହାରିଲା ଇଂଲଣ୍ଡ
👉୮ ତାରିଖରେ ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ
👉୨୫୪ ରନର ପିଛା କରି ୨୪୬/୭ ରନରେ ସୀମିତ ଇଂଲଣ୍ଡ
👉ପ୍ରଥମେ ବ୍ୟାଟିଂ କରି ଭାରତ ୨୦ ଓଭରରେ ୨୫୩/୭
👉ସାମସନ ୮୯, ଦୁବେ ୪୩, ଇଶାନ ୩୯
👉ହାର୍ଦ୍ଦିକଙ୍କ ୨୭ ଓ ତିଲକ ବର୍ମାଙ୍କ ୨୧ ରନ୍




