ହୋଲି ପାଇଁ କମିଶନରେଟ ପୋଲିସର କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା. କଟକରେ ମୁତୟନ ହେବେ ୨୦ ପ୍ଲାଟୁନ ପୋଲିସ ବ୍ଲକିଙ୍ଗ ଚେକିଙ୍ଗ ଜୋରଦାର କରାଯିବା ସହ ମଦୁଆଙ୍କୁ ସ୍ବତନ୍ତ୍ର ଧ୍ୟାନ ମଦ ପିଇ ଗାଡ଼ି ଚଳାଇଲେ ଗାଡି ଜବତ ସହ ଗିରଫ କରାଯିବ ଶୃଙ୍ଖଳିତ ହୋଲି ଖେଳିବା ପାଇଁ ଡିସିପିଙ୍କ ଅପିଲ୍ .ଆର ପି ନାୟକ@