
- ଦିଲ୍ଲୀପ ରାୟ ରାଜ୍ୟସଭା ମଇଦାନକୁ ଓହ୍ଲାଇବା ପରେ ଲଢ଼େଇ ଜୋରଦାର
- ରାଜ୍ୟସଭା ନିର୍ବାଚନରେ ଘୋଡ଼ା ବେପାର ନେଇ ବାଟ ଖୋଲିଲା
- ବେଶ୍ ଅଭିଜ୍ଞ ଦିଲ୍ଲୀପଙ୍କୁ ନେଇ ଶାସକ ବିଜେପି ଆଶାବାଦୀ
- ଅତୀତରେ ବିଜେଡିକୁ ଚକ୍ମା ଦେଖାଇ ଦିଲ୍ଲୀପ ରାଜ୍ୟସଭା ଯାଇଛନ୍ତି
- ଏପରି ସ୍ଥିତିରେ ବିଜେଡି-କଂଗ୍ରେସ ମିଳିତ ପ୍ରାର୍ଥୀଙ୍କୁ ନେଇ ସସ୍ପେନ୍ସ.
- ବିଜେଡି-କଂଗ୍ରେସର ମିଳିତ ପ୍ରାର୍ଥୀ ହେଉଛନ୍ତି ଡା. ଦତ୍ତେଶ୍ୱର ହୋତା
- ଦତ୍ତେଶ୍ୱରଙ୍କୁ ନବୀନ କମନ କ୍ୟାଣ୍ଡିଡେଟ୍ କରିବା ପରେ କଂଗ୍ରେସ ସମର୍ଥନ ଦେଇଛି
- ତେଣୁ ଚତୁର୍ଥ ଆସନରେ ଦିଲ୍ଲୀପ ନା ଦତ୍ତେଶ୍ୱର ଜିତିବେ ବଢ଼ିଲା ଚର୍ଚ୍ଚା .
RPNayak@




