ଦିଲ୍ଲୀପ ରାୟଙ୍କୁ ସମର୍ଥନ ଘୋଷଣା କଲା ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସମର୍ଥନ ଘୋଷଣା କଲେ ସଭାପତି ଦଳ ନୀତିଗତ ଭାବେ ସମର୍ଥନ ଦେବାକୁ ନିଷ୍ପତ୍ତି ହୋଇଛି ଦିଲ୍ଲୀପ ନିଜେ ଉଦ୍ୟମ କରିବେ, ଦଳ ମଧ୍ୟ ପୂରା ସମର୍ଥନ ଦେବ ଦିଲ୍ଲୀପ ନିଶ୍ଚିତ ବିଜୟୀ ହେବେ କହିଲେ ମନମୋହନ ସାମଲ ଆବଶ୍ୟକୀୟ ଭୋଟ୍ କେଉଁଠୁ ଆସିବ ପ୍ରଶ୍ନରେ ୧୬ ତାରିଖକୁ ଅପେକ୍ଷା କର କହିଲେRPNayak@