‘ନିଜସ୍ବ ଶକ୍ତି ବଳରେ ରାଜ୍ୟସଭାକୁ ଯିବାର ନଜିର ରହିଛି’ ‘ଆମ ଦଳର ସଭାପତି ଦିଲ୍ଲୀପଙ୍କୁ ସମର୍ଥନ ଘୋଷଣା କରି ସାରିଛନ୍ତି’ ‘ସ୍ପଷ୍ଟ ସଂଖ୍ୟା ନ ଥିଲେ ବି ସେ ସ୍ବାଧୀନ ଭାବେ ବିଜୟୀ ହେବେ’ ‘ସଭାପତି ମନମୋହନ ସାମଲ, ସାଂସଦ ସୁଜିତ କୁମାର ଆମର ପ୍ରାର୍ଥୀ’ ‘ଏଥିପାଇଁ ପ୍ରଧାନମନ୍ତ୍ରୀ, ଗୃହ ମନ୍ତ୍ରୀ, ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ କୃତଜ୍ଞତା’RPNayak@