
America Iran War Costing: ଇରାନ ସହ ଯୁଦ୍ଧର ପ୍ରଥମ ୨୪ ଘଣ୍ଟାରେ ଆମେରିକା ଖର୍ଚ୍ଚ କରିଛି ୭୭୯ ମିଲିୟନ ଡଲାର। ଏହି ସଂଖ୍ୟା ସମସ୍ତଙ୍କୁ ଚମକାଇବା ପାଇଁ ଯଥେଷ୍ଟ। ଯଦି ଏହି ଯୁଦ୍ଧ ଦୀର୍ଘକାଳୀନ ହୁଏ, ଅର୍ଥାତ୍ ୬ ମାସ କିମ୍ବା ବର୍ଷେ ପର୍ଯ୍ୟନ୍ତ ଚାଲେ, ତାହେଲେ ଅନୁମାନ କରନ୍ତୁ ମୋଟ ଖର୍ଚ୍ଚର ସଂଖ୍ୟା କେଉଁଠି ପହଞ୍ଚିବ?
ଆମେରିକାକୁ କେତେ ଖର୍ଚ୍ଚ କରିବାକୁ ପଡ଼ିବ ଏହି ଯୁଦ୍ଧ ପାଇଁ ? ଇରାନ ସହ ଯୁଦ୍ଧ ଆମେରିକା ପାଇଁ ସତରେ ମହଙ୍ଗା ପଡ଼ିବ କି ? ଆଉ ଏହି ଯୁଦ୍ଧକୁ ନେଇ କେତେ ପ୍ରଭାବିତ ହେବ ବିଶ୍ବ ଅର୍ଥନୀତି ? ଆସନ୍ତୁ ଦେଖିବା ଏହି ରିପୋର୍ଟ




