ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନୟାଗଡ଼ ଠାରେ । ବାଚସ୍ପତି, ଶ୍ରୀମତୀ ସୁରମା ପାଢ଼ୀ ଜିଲ୍ଲା ସ୍ଥରୀୟ ହ୍ୟୁମାନ ପାପିଲୋମା ଭାଇରସ (HPV) ସଂକ୍ରମଣ ର ନିରାକରଣ ପାଇଁ ଟୀକାକରଣ ଅଭିଯାନର ଶୁଭାରମ୍ଭ କରିଛନ୍ତି l

- ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନୟାଗଡ଼ ଠାରେ ବାଚସ୍ପତି । ସୁରମା ପାଢ଼ୀ ଜିଲ୍ଲା ସ୍ଥରୀୟ ହ୍ୟୁମାନ ପାପିଲୋମା ଭାଇରସ (HPV) ସଂକ୍ରମଣ ର ନିରାକରଣ ପାଇଁ ଟୀକାକରଣ ଅଭିଯାନର ଶୁଭାରମ୍ଭ କରିଛନ୍ତି l
ଆର ପି ନାୟକ@




