
- ପୋଲିସର ତଦନ୍ତ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଲେ ରାହୁଲଙ୍କ ପତ୍ନୀ। ମଞ୍ଚେଶ୍ବର ପୋଲିସ ଠିକ୍ ଭାବେ ତଦନ୍ତ କରୁନି କହିଲେ। ହତ୍ୟାକାଣ୍ଡ ପଛରେ ଷଡ଼ଯନ୍ତ୍ର ରହିଛି କହିଲେ ରାହୁଲଙ୍କ ପତ୍ନୀ। ରାହୁଲଙ୍କ ସାଙ୍ଗ ଶିବାକୁ କାହିଁକି ପୋଲିସ ଧରୁନି ପଚାରିଲେ l କାଲି ଏକ ଏତଲା କରିବାକୁ ମୋ ନଣନ୍ଦ ଯାଇଥିଲେ।
- ମାତ୍ର ଥାନା IIC ଆମ କଥା ଅନୁସାରେ ଏତଲା କର କହିଛନ୍ତି l ପାର୍କିଂକୁ ନେଇ ବିବାଦ ଥିଲା, ଆଗରୁ ଧମକ ମିଳିଥିଲା l ପୋଲିସ କିଛି ତଦନ୍ତ କରୁନି, ଯେଉଁମାନଙ୍କୁ ପଚାରିବା କଥା ପଚାରୁନି l ରାହୁଲଙ୍କ ପତ୍ନୀଙ୍କ ଅଭିଯୋଗ ନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନି
- ପାର୍କିଙ୍ଗ ବିବାଦରେ FIR ନ ଲେଖିବାକୁ ପୋଲିସ କହିଥିଲା କହିଲେ l
- ରାହୁଲଙ୍କ ସାଙ୍ଗ ଶିବାଙ୍କର ୩ ଜଣଙ୍କ ସହ ପ୍ରଥମେ ଗଣ୍ଡଗୋଳ ହୋଇଥିଲା
- ଶିବାକୁ ନ ମାରି ରାହୁଲକୁ କେମିତି ମାରିଲେ, ସନ୍ଦେହ ପ୍ରକାଶ କଲେ l ଘଟଣା ପରଠାରୁ ଶିବା କୁଆଡ଼େ ଗଲା, ପୋଲିସ ତାଙ୍କୁ ଧରୁନି କାହିଁକି l ୩ ଅଭିଯୁକ୍ତଙ୍କ ମୋବାଇଲ ସିଡିଆର ଯାଞ୍ଚ ଦାବି କଲେ ପରିବାର।




