ବେଆଇନ ଗଞ୍ଜେଇ ଚାଲଣ ବେଳେ ବରଗଡ଼ ପୋଲିସ ର ଚଡାଉ l ୧୭୬ କେଜି ଗଞ୍ଜେଇ, ଦୁଇଟି କାର୍ ଓ ୪ ଟି ମୋବାଇଲ ଫୋନ ଜବତ କରିବା ସହ ଦୁଇ ଅଭିଯୁକ୍ତ ଙ୍କୁ ଗିରଫ୍ କରିଛି