ଉଦଳା: ଖୁଣ୍ଟା ସ୍ଥିତ ସରକାରୀ ସ୍କୁଲ ହଷ୍ଟେଲରେ ରାଗିଙ୍ଗ ଅଭିଯୋଗ ୩ ସପ୍ତମ ଶ୍ରେଣୀ ଛାତ୍ରଙ୍କୁ ଦୀର୍ଘସମୟ ଆଣ୍ଠେଇ ରଖିଲେ ନବମ ଛାତ୍ର ଖୁଣ୍ଟା ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଭାବନୀୟ ଘଟଣା ଅଧିକ ସମୟ ଖେଳିବାକୁ ନେଇ ଛାତ୍ରମାନଙ୍କୁ ଆଣ୍ଠେଇଥିବା ସୂଚନା